କ. ନୁଆଗା ବ୍ଲକ କଞ୍ଜାମେଣ୍ଡି ସହ ବିଭିନ୍ନ ପଞ୍ଚାୟତ ରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ପଞ୍ଚାୟତର ସମସ୍ଥ କର୍ମଚାରି ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏହି କାଯ୍ୟକ୍ରମ ମଙ୍ଗଳବାର ଦିନ 12ଘଣ୍ଟିକା ରେ ଅନୁଷ୍ଠିତ ହଇଯାଇଛି, କ. ନୁଆଗା ବିଡିଓ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପଞ୍ଚାୟତ ରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ନେଇ ସୁଚନା ମିଳିଛି