ଭଞ୍ଜନଗର: ଭଞ୍ଜନଗର ତଥା ବେଲଗୁଣ୍ଠା ଥାନା ଜି ନୂଆଗାଁର ପୂଜା ନାଇକ ହତ୍ୟା ଘଟଣାରେ ଆଜି ଭଞ୍ଜନଗର ରେ ମତାମତ ରଖିଲେ ମୃତକଙ୍କ ମାଉସୀ ।
Bhanjanagar, Ganjam | Aug 13, 2025
ଭଞ୍ଜନଗର ବ୍ଳକ ତଥା ବେଲଗୁଣ୍ଠା ଥାନା ଜି ନୂଆଗାଁରେ ପୂଜା ନାୟକଙ୍କୁ ନିଜ ସ୍ୱାମୀ ଓ ଦୁଇ ରଖିତା ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।...