କରଞ୍ଜିଆ: କରଞ୍ଜିଆ ସ୍ଥିତ ଗୋଶାଳାରେ ପବିତ୍ର ଗୋପାଷ୍ଟମୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ; କରଞ୍ଜିଆ ବିଧାୟକଙ୍କ ଯୋଗଦାନ
ଶୁକ୍ରବାର ଦିନ ପବିତ୍ର ଗୋପାଷ୍ଟମୀ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସ୍ଥିତ ଗୋଶାଳାରେ ମହାଯଜ୍ଞ ଆୟୋଜିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଦିନ ପ୍ରାୟ ୧୨ ଟା କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ ଯୋଗଦେଇ ଗୋମାତାଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।