Public App Logo
Jansamasya
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
No video available

ଭଦ୍ରକ ଗ୍ରାମାଞ୍ଚଳ: ରାଢଙ୍ଗରେ ସ୍କୁଲ ସମେତ ଦୁଇ ଅଙ୍ଗନବାଡି ଗୃହର ତାଲା ଭାଙ୍ଗି ବ୍ୟାପକ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

Bhadrak Rural, Bhadrak | Jul 17, 2024
ରାଢଙ୍ଗରେ ସ୍କୁଲ ସମେତ ଦୁଇ ଅଙ୍ଗନୱାଡି ଗୃହର ତାଲା ଭାଙ୍ଗି ବ୍ୟାପକ ସାମଗ୍ରୀ ଚୋରୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗରେ ସ୍କୁଲ ସମେତ ଦୁଇ ଅଙ୍ଗନୱାଡି ଗୃହର ତାଲା ଭାଙ୍ଗି ବ୍ୟାପକ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ତାଲି ପଡିଥିଲା। ଆଜି ସକାଳୁ ତାଲା ଭଙ୍ଗା ଯାଇଥିବା ଜଣା ପଡିବା ପରେ ଗୃହର ଭିତର ବୁଲେ ଦେଖିଥିଲେ। ରନ୍ଧନ ଗ୍ଯାସ ଟାଙ୍କି ସମେତ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଓ ବହୁ ସାମଗ୍ରୀ ଚୋରୀ ହୋଇଥିବା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷିକା ଓ ଅଙ୍ଗନୱାଡି କର୍ମୀଙ୍କ ପକ୍ଷରୁ ଥାନାରେ ଏତଲା ହୋଇଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ରାଢଙ୍ଗରେ ସ୍କୁଲ ସମେତ ଦୁଇ ଅଙ୍ଗନବାଡି ଗୃହର ତାଲା ଭାଙ୍ଗି ବ୍ୟାପକ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ - Bhadrak Rural News