ଲୋକ କଳାର ରଙ୍ଗରେ ରଙ୍ଗିନ ହୋଇଉଠିଛି ବଲାଙ୍ଗିରର କୋଶଳ କଳାମଣ୍ଡଳ ପଡିଆ। ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବକୁ ନେଇ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଛି। ମଞ୍ଚରେ ଲୋକ ନୃତ୍ୟ, ଲୋକ ସଙ୍ଗୀତ ଓ କଳାକାରଙ୍କ ମନମୋହକ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରୁଛି। ଉତ୍ସବର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଲୋକ କଳା ଓ କୋଶଳ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ଉପରେ ଜୋର ଦେଇ ପ୍ରତିକ୍ରିୟା