ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ବେଣାପାଟ ଗ୍ରାମ ପରିଦର୍ଶନ ସହ ଚାଷୀଙ୍କ ସହ ଆଲୋକପାତ କରିଛନ୍ତି ଜଳ ସେଚନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ବେଣାପାଟ ଗ୍ରାମ ପରିଦର୍ଶନ ସହ ଚାଷୀଙ୍କ ସହ ଆଲୋକପାତ କରିଛନ୍ତି ଜଳ ସେଚନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ । ଜଳସେଚନ ବିଭାଗ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଆଜି ଦିନ 11 ଘଣ୍ଟ ସମୟରେ ବେଣାପାଟ ଗ୍ରାମ ରେ ପହଁଚି ଚାଷୀଙ୍କ ସହ ଆଲୋକପାତ କରିଥିବା ବେଳେ ଜମି ଗୁଡିକ କିଭଳି ଭାବରେ ଜଳ ସେଚିତ ହୋଇ ପାରିବ ସେ ନେଇ ଆଲୋକପାତ ହୋଇଥିବାର ଖବର ମିଳିଛି ।