ବାଲିଗୁଡା: ବାଲିଗୁଡା ସହରରେ ପାର୍ବଣ ମାସ କୁ ଧ୍ୟାନ ରେ ରଖି ପୁଲିସ ର ନାକା ବ୍ଯବସ୍ତା କୁ କଡାକଡି କରାଯାଇଛି,
ବାଲିଗୁଡା ସହରରେ ପାର୍ବଣ ମାସ କୁ ଧ୍ୟାନ ରେ ରଖି ନାକା ବ୍ଯବସ୍ତା କୁ କଡାକଡି କରାଯାଇଛି, ସୁଚନା ମୁତାବକ , ବିଭିନ୍ନ ଛକରେ ବାଲିଗୁଡା ପୁଲିସ ପକ୍ଷରୁ ଚେକିଂ କରାଯାଉଛି, ବଡ ଗାଡିକୁ ବାଏପାସ୍ ରେ ଛଡାଯାଇଛି, ସଂନ୍ଧ୍ୟ ସଯୟରେ ମହିଳା ଓ, ପୁରୁଷ ପୁଲିସ ନିୟଜିତୟହୁଛନ୍ତି, ବାଲିଗୁଡା SDPO ଙ୍କ ନିର୍ଦେଶ କ୍ରମେ ବାଲିଗୁଡା IIC ଙ୍କ ନେତୣତରେ ଏହି କାଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି