ନବରଙ୍ଗପୁର ପୋଲିସ ଷ୍ଟେସନ: ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ବଦନାମ କରିବାକୁ ଡ୍ରାଇଭର ସଙ୍ଘକୁ ବିଜେଡି ବ୍ୟବହାର କରୁଛି,ମତ ଦେଲେ ବିଧାୟକ
Nabarangapur PS, Nabarangpur | Jul 12, 2025
ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ଉପରେ ବର୍ଷୀ ଛନ୍ତି, ବିଜେପି ସରକାର ର ସଫଳତା...