ହିନ୍ଦୋଳ: ରୁଙ୍ଗଟା କମ୍ପାନୀ ନିକଟରେ ୧୬୩ ଧାରା ଜାରି, ଗାଡି ନହଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଚେତାବନୀ
Hindol, Dhenkanal | Sep 9, 2025
ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଝାଡବନ୍ଧ ରୁଙ୍ଗଟା କମ୍ପାନୀ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରା ଯାଇଛି ।୧୬୩ ଧାରା...