ବୀରମହାରାଜପୁର: ଅଇଁଲାଛାଟ ଯାତ୍ରା ପଡିଆଠାରେ କଂସ ଦରବାର ଉଦଘାଟିତ, ଯୋଗଦେଲେ ଜିଲ୍ଲାପାଳ
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଯାତ୍ରା ପଡିଆଠାରେ ଆଜି ଗିରିଗୋବର୍ଦ୍ଧନ ପୂଜା ଅବସରରେ କଂସ ଦରବାର ଉଦଘାଟିତ ହୋଇଯାଇଛି l ଆୟୋଜକ ସଭାପତି ସୁରେଶ ଦେହୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଲ୍ ଡ ନୃପରାଜ୍ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଉଦ୍ଘାଟନ କରିବା ଶହ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଦେବଦତ୍ତ ପର୍ଡ଼ିଆ, ଅଧ୍ୟକ୍ଷା ରେଖା ପାଧାନ, ବୟନିକା ସମ୍ପାଦକ ସଞ୍ଜୟ ମେହେର, ପୂଜା କମିଟିର ସମ