ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନ ରେ ଚଢ଼ାଉ ମଦ ଜବଦ 2 ଗିରଫ l ଖଇରା ଅବକାରି ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱ ରେ ଆଜି ସିମୁଳିଆ ବ୍ଲକ କ୍ଷୀରିକୋଣା ପଂଚାୟତ ନରେନ୍ଦ୍ର ପୁର ଗ୍ରାମ ର ସୁବାସ ଚନ୍ଦ୍ର ସେଠି ଙ୍କ ଘରେ ଚଢ଼ାଉ କରି 40 ଲିଟର ଦେଶୀ ମଦ ଜବଦ, ଭଗିଆ ଗ୍ରାମ ର ସୁନି ସିଂ ଙ୍କ ନିକଟରୁ 35 ଲିଟର ଦେଶୀ ମଦ ଜବଦ କରି ଆଜି ଶନିବାର ଅପରାହ୍ନ 5 ଘଟିକା ସମୟରେ 2 ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l