ଅବକାରୀ ବିଭାଗ ପକ୍ଷରୁ ବିପୁଳ ଗଂଜେଇ ଚାଷ ନଷ୍ଟ ବୌଦ୍ଧ ଜିଲ୍ଲା ର ବିଭିନ୍ନ ଜଙ୍ଗଲ ରେ ଜଙ୍ଗଲ ଜମି ନଷ୍ଟ କରି ଗଂଜେଇ ଚାଷ କରିଛନ୍ତି ମାଫିଆ I ତେବେ ଏହାକୁ ମୂଲ୍ୟରୁ ପୋଛିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ଅଣ୍ଟା ଭିଡିଛି I ତେବେ କଣ୍ଟାମାଲ ଓ ମନମୁଣ୍ଡା ଅବକାରୀ ବିଭାଗ ର ଏକ ଟିମ ଲମ୍ବଶ୍ବରୀ ପଂଚାୟତ ର ମାତାକୂପା ଜଙ୍ଗଲ ରେ ଚଢ଼ାଉ କରି 22ଏକର ବେଆଇନ ଭାବରେ ଲାଗିଥିବା 27ହଜାର 280ଟୀ ଗଛ କୁ କାଟି ନଷ୍ଟ କରାଯାଇଛି I ତେବେ ଏହି ଚଢ଼ାଉ ରେ ବନବିଭାଗ ଅତିରିକ୍ତ ତହସିଲଦାର apr ଫୋର୍ସ ସାମିଲ ହୋଈଥିଲେ I