Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଜୁଜୁମୁରା: ଜୁଜୁମୁରା ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

Jujomura, Sambalpur | Sep 15, 2025
ଜୁଜୁମୁରା ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ସଭାଗୃହ ରେ ସୋମବାର ସକାଳେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରା ବନ୍ଦର ଓ ଏସ୍ପି ମୁକେଶ ଭାମୁ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ମୋଟ ୬୩ ଟି ଅଭିଯୋଗ ହୋଇଥିଲା ସେଥି ମଧ୍ୟରେ ଜୁଜୁମୁରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ମରାମତି, କେଶାପାଲି ଓ ଗଡଲୋଇସିଂ ଅଞ୍ଚଳ ପାଇଁ ଏକ ସ୍ବତନ୍ତ୍ର ବିଦ୍ୟୁତ ଗ୍ରୀଡ ସ୍ଥାପନ , ଲିପିଣ୍ଡା ରେ ଦେଶୀ ମଦ ଭାଟି ଉଚ୍ଛେଦ, ଏକ ତୀରନ୍ଦାଜ ଗ୍ରାଉଣ୍ଡ ନିର୍ମାଣ l

MORE NEWS