ଧାମନଗର: ସାଧାରଣ ନିର୍ବାଚନ ପାଇଁ ଧାମନଗର ମେଡ଼ିକାଲ ବଜାରରେ ଧାମନଗର ପୋଲିସର ଫ୍ଲାଗମାର୍ଚ୍ଚ
ଧାମନଗର ନିର୍ବାଚନ ମଣ୍ଡଳୀରେ ସଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସୋମବାର ଆଇନ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଅପରାହ୍ନ ୫ଟା ୩୦ରେ ଧାମନଗର ଥାନା ଅଧିକାରୀ ଫନୀ ଭୂଷଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରୁଥିବା ଦେଖାଯାଇଛି।