ରାଉରକେଲା ମ୍ୟୁନିସିପାଲଟି: ଜମୁନାନାକି ସ୍ଥିତ ସାଇଭେଲି ୱାଲ୍ଡ ସ୍କୁଲରେ ୧୪ତମ ବାର୍ଷିକୋତ୍ସବ ପାଳିତ
ରାଉରକେଲା: ଆଜି ବୁଧବାର ଅପରାହ୍ନ 2 ଟା ସମୟରେ ଜମୁନାନାକି ସ୍ଥିତ ସାଇଭେଲି ୱାଲ୍ଡ ସ୍କୁଲର ୧୪ତମ ବାର୍ଷିକୋତ୍ସବ ସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମମତା ନାୟକ ଓ ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟି ର କୂଳପତି ପ୍ରଫେସର ଡ଼ଃ ଅମୂଲ୍ୟ କୁମାର ରଥ ମୁଖ୍ୟ ଅତିଥି, ମ୍ୟୁନିସିପାଲ କଲେଜର ପ୍ରାକ୍ତନ ପ୍ରଫେସର ଆଦିତ୍ୟ ପ୍ରକାଶ ମହାନ୍ତି, ଅନୁଷ୍ଠାନର ସଭାପତି ଧନମାନ ସାଓ , ଉପସଭାପତି କୁନାଲ ସାଓ, ସମ୍ପାଦକ ବିବେକ ସାଓ, ଟ୍ରଷ୍ଟି ପୁଷ୍ପା ସାଓ, ରାମଚନ୍