ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଦିନ ଭକ୍ତି,ଆସ୍ଥା ଓ ସେବା ଭାବରେ ପରିପୂର୍ଣ୍ଣ ଏକ ଶୁଭ୍ର ଓ ଆନନ୍ଦ ମୟ ପରିବେଶ ସୃଷ୍ଟି ହୋଇଥିଲା। ଆଜିର ଦିନରେ ଏପରି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସମାଜରେ ସମନ୍ୱୟ, ଭାଈ ଚାରା ଓ ମାନବିକତାର ଭାବନାକୁ ଅଧିକ ସୁଦୃଢ଼ କରିଥାଏ। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଲାୟନ୍ସ କ୍ଲବ୍ ସଭାପତି ସଞ୍ଜୟ ସୋନିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହାଟପଦା ପଡ଼ା ଏସବିଆଇ ଏଟି ଏମ କାଉଣ୍ଟର ସମ୍ମୁଖରେ ଲୋକଙ୍କୁ ପ୍ରସାଦ ବଣ୍ଟନ କରଯାଇଥିଲା। ଏଥିରେ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଅଙ୍କିତ ଗୁପ୍ତାଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ