ଡାବୁଗାଁ: ପ୍ରଧାନୀଗୁଡା ଠାରେ ବସ ଧକ୍କାରେ ଗୋରୁର ମୃତ୍ୟୁ
ପାପଡାହାଣ୍ଡି ବ୍ଲକ ଦେଇଯାଇଥିବା 26 ନମ୍ବର ଜାତୀୟ ରାଜପଥର ପ୍ରଧାନୀ ଗୁଡା ନିକଟରେ ଆଜି ଏକ ବସ ଧକ୍କାରେ ଏକ ଗୋରୁର ମୃତ୍ୟୁ ହୋଇଛି | ଗୋରୁଟି ପ୍ରଧାନୀଗୁଡ଼ାର ବୋଲି ଜଣାପଡିଛି | ବସ ଟି ଭବାନୀପାଟଣା ରୁ ଜଗଦଳପୁର ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା | କ୍ଷତି ପୂରଣ ନେଇ ଉତେଜନା ଦେଖାଦେଇଥିଲା |