ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କେ.ସାମନ୍ତରା ପଲ୍ଲୀ ଗାଁରେ ଚଳିତ ମାସ, ୧୦ ତାରିଖ ଦିନ ୧୦ ବର୍ଷର ବାଳକ କୁ ତୋଟି ଚିପି ହତ୍ୟା କରାଯାଇଥିଲା l ଏ ସଙ୍କରାନ୍ତ ରେ ପୋଲିସ ପ୍ରଶାସନ ଜଣେ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ମହିଳା ଙ୍କ ଘରେ ଉତେକ୍ତ ଲୋକେ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା ହୋଇଥିବା ର ଦେଖିବାକୁ ମିଳିଛି lଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ପହଂଚି ଆଉ ଏକ ମାମଲା ରୁଜୁ କରିଛି