ଖଲ୍ଲିକୋଟ୍: ଭେଜିପୁଟ ସ୍ଥିତ ଇସ୍କନ ମନ୍ଦିରରେ ହରି କଥା ସତସଙ୍ଗ ସହ ନନ୍ଦ ଉତ୍ସବ ଧୁମଧାମରେ ପାଳିତ, ଶତାଧିକ ଭକ୍ତଙ୍କ ସମାଗମ
Khalikote, Ganjam | Aug 17, 2025
ଭେଜିପୁଟ ସ୍ଥିତ ଇସ୍କନ ମନ୍ଦିର ରେ ଆଜି ହରି କଥା ସତସଙ୍ଗ ସହିତ ନନ୍ଦ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଯାଇଛି । ଗତ କାଲି ଅଂଚଳର ବିଭିନ୍ନ...