ତଲସରା: ବଡ଼ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ କର୍ମଶାଳା ଅନୁଷ୍ଠିତ
Talasara, Sundargarh | Jul 22, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଆଜି ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଆନୁକୁଲ୍ୟରେ...