ପଟ୍ଟାଙ୍ଗୀ: ଦାମନଯୋଡି ଠାରେ ବରିଷ୍ଠ ନେତା ସଞ୍ଜିତ ଖରାଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ବରିଷ୍ଠ ନେତା ଓ କର୍ମୀ
ଦାମନଯୋଡି ଅଞ୍ଚଳର ବରିଷ୍ଠ ନେତା ସଂଜିତ ଖରା ଜଣେ ମେଳାପୀ ବ୍ୟକ୍ତି ଭାବରେ ପରିଚିତ। ହୃଦଘାତ ମୃତ୍ୟୁ ବରଣ ହୋଇଥିବା ବେଳେ ଆଜି ଅପରାହ୍ନ ୪ ଟା ସମୟରେ ଦଶାହ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ , କଂଗ୍ରେସ ନେତା କୃଷ୍ଣ କୁଲଦୀପ,ବାବୁଲା ବେନିଆ,ରମେଶ ଖରା,ଶିବ ଗୋଲରୀ , ଦିବ୍ୟଦତ କୁଲଦୀପ, କିରଣ ତୁରୁକ,ଟୋନେଜ କୁଲଦୀପ, ପ୍ରମୁଖ ଉପସ୍ଥିତ ଥିଲେ ।