ଧର୍ମଗଡ: ବଡକୁଟୁ ଠାରେ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଚଳ ଗ୍ରାମବାସୀଙ୍କ ସମେତ ସରପଂଚଙ୍କ ପ୍ରତିକ୍ରିୟା
କଲମପୁର ବ୍ଲକ ଅଧିନସ୍ଥ ବଡକୁଟୁ ପଂଚାୟତର ବସୁଧା ଯୋଜନା ମାଧ୍ୟମରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପର ପ୍ରାୟ ୨ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବକେୟା ରହିଛି। ତେଣୁ ଜଳ ଯୋଗାଣ ଵନ୍ଦ ହେଇଥିବା ନେଇ ମଙ୍ଗଳବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀଙ୍କ ସମେତ ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା।