ଧାମନଗର: ସୋହଡ଼ା ପଞ୍ଚାୟତ ର କଣ୍ଟା ପାରି ଠାରେ ଅନ୍ୟ ଦଳ ର କର୍ମୀ ବିଜେପି ରେ ମିଶିଲେ
ଆଜି ଅପରାହ୍ନ ୫ ଟା ସମୟ ରେ ଧାମନଗର ବ୍ଲକ ର ଶୋହଡ଼ା ପଂଚାୟତ ର କଣ୍ଟାପାରି ଗ୍ରାମ ର ଅନ୍ୟ ଦଳର କର୍ମୀ ମାନେ କଣ୍ଟା ପାରି ଠାରେ ବିଜେପି ର ମିଶ୍ରଣ ପର୍ବ ରେ ସାମିଲ ହୋଇ ଥିଲେ। ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳରେ ସାମିଲ କରାଇ ଥିଲେ