ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ସମ୍ମୁଖ ରାସ୍ତାରେ ଓଲୋଟିଲା ଟୋଟୋ; ୨ ମହିଳା ଆହତ
Baripada M, Mayurbhanj | Sep 3, 2025
ବୁଧବାର ଦିନ ପ୍ରାୟ ୨ ଟା ସମୟରେ ସହରର ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ସମ୍ମୁଖ ରାସ୍ତାରେ ଏକ ବ୍ୟାଟେରୀ ଟୋଟୋ ଭାରସ୍ୟାମ ହରାଇ ଅଲଟି ପଡି...