୧୦ ଜାନୁଆରୀ ୨୦୨୬ ମସିହା ସମୟ ମଧ୍ୟାହ୍ନ ପ୍ରାୟ ୧ଟା ୧୭ ମିନିଟ ପାଖାପାଖି ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା VT KSS, FLT No-17/102, ୯ ସିଟ ଥିବା ଚାର୍ଟର ବିମାନ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥାନ୍ତା, କିନ୍ତୁ ହଠାତ ରାଉରକେଲା ନିକଟସ୍ଥ ଜଲଦା ସି ବ୍ଲକ ଅଞ୍ଚଳରେ ପାଇଲଟ ଜାଣିପାରିଲେ, ଇଞ୍ଜିନରେ ତ୍ରୁଟି ଦେଖାଯାଇଛି, ଏଣୁ ତୁରନ୍ତ ବିମାନ ବନ୍ଦରକୁ ମେଁ ଡେ, ମେଁ ଡେ କହି ସହାୟତା ମାଗିଲେ ଓ ଜଲଦା ସି ବ୍ଲକr କଂସର ଓ ଗୁଡ଼ିଆଟୋଲୀ ବସ୍ତିନିକଟ ପଡିଆରେ ପାଇଲଟ ବିମାନକୁ ଜରୁରୀକାଳିନ ଅବତରଣ କଲେ, ଫଳରେ ବିମାନର ୨ଜଣ ପାଇଲଟ ସମେତ ୪ଜଣ ଯାତ୍ରୀ ଗୁରୁତର ଆହତ ହୋଇଭଗବାନଙ୍କ