ପୁରୀ ମ୍ୟୁନିସିପାଲଟି: ଦେଶ ବିଦେଶରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଟୁର୍ ଆଣ୍ଡ ଟ୍ରାଭେଲ୍ସ ଏଜେନ୍ସି, ମନ୍ଦିର ଠାରେ ସୂଚନା ଦେଲେ ସେବାୟତ
Puri M, Puri | Aug 19, 2025
ଛତୁ ଫୁଟିଲା ଭଳି ବିଭିନ୍ନ ସ୍ଥାନ ଅବରୋଧ କରି ଟୁର ଆଣ୍ଡ ଟ୍ରାଭେଲ୍ସ ଅପରେଟର ଚଲାଇଛନ୍ତି ଅଫିସ୍ ।ଅବାଧରେ ଚାଲିଛି ଅସାମାଜିକ କାର୍ଯ୍ୟ ।ହଠାତ...