ଉମରକୋଟ: ଘର ଭୁଶୁଡ଼ି ଚାପିହୋଇ ଜଣେ ଆଠ ବର୍ଷ ଝିଅ ମୃତ୍ୟୁ ଦୁଇ ଶିଶୁ ଗୁରୁତର ।
ସ୍ଥାନ - ଉମରକୋଟ ତାରିଖ -01/10/2025 ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପାଇଁରିଚଚରା ଗ୍ରାମରେ ଘଟିଛି ଅଘଟଣ।ଏକ ପରିତ୍ୟକ୍ତ ଘରେ ଖେଳୁଥିବା ସମୟରେ ଘର ଭୁଶୁଡି ଜଣେ ଆଠ ବର୍ଷ ର ଝିଅ ମୁର୍ତ୍ୟୁ ଓ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି । ପାଇଁରିଚଚରା ଗ୍ରାମର ପିତ ସାନ୍ତା ଙ୍କ ଝିଅ ଭୂମିକା ସାନ୍ତା ମୁତ୍ୟୁ ବରଣ କରିଥିବା ବେଳେ ସନଧର ସାନ୍ତା ଙ୍କ ଦୁଇ ଝିଅ ସତୀ ସାନ୍ତା(6),ଏଲିଶା ସାନ୍ତା (4) ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆ