ଆଦିବାସୀ ପରିବାରର ଜଙ୍ଗଲ ଜମି ପଟ୍ଟା ଆବେଦନକୁ ଖାରଜ କରି ଥିବା ବିରୁଦ୍ଧରେ ,ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଶିଶୁପର୍ଣ୍ଣ ଗ୍ରାମର ଏକ ଆଦିବାସୀ ପରିବାରକୁ। ଜଙ୍ଗଲ ଜମି ପଟ୍ଟା ଆବେଦନକୁ ଉଦ୍ଦେଶ୍ୟ ମୂଳକ ଭାବରେ ଉପଖଣ୍ଡ ସ୍ତରୀୟ କମିଟିଖାରଜ କରି ଥିବା ବିରୁଦ୍ଧରେ ଏକ ଆଦିବାସୀ ପରିବାର ବୁଧବାର ଦିନ ରେଢ଼ାଖୋଲ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନ୍ୟାୟ ଦାବି କରିଛନ୍ତି। ଗତ ତା ୧୫.୧୦.୨୦୨୫ ରିଖରେ ଉକ୍ତ ପରିବାର ଲୋକେ ଖାରଜ ଜଙ୍ଗଲ ଜମି ' କ ' ଦାବି ଫର୍ମକୁ ନିୟମ ଚତୁର୍ଥ ପରିଚ୍ଛେଦ କ୍ରମ ନମ୍ବର ୬/୨ ଉପଧ