ସୋନପୁର: ବଡାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ମଦ ସହ ଜଣେ ଅଭିଯୁକ୍ତ ଗିରଫ
ବଡାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ମଦ ସହ ଜଣେ ଅଭିଯୁକ୍ତ ଗିରଫ।ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଲାଡି ଅଞ୍ଚଳରେ ଗତକାଲି ସଂଧ୍ୟା ରେ ଅବକାରୀ ବିଭାଗ ଚଢ଼ାଉ କରି 15 ଲିଟର ଦେଶୀ ମହ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।