ଶେରଗଡ ବ୍ଲକ ସ୍ତରୀୟ ଖରିଫ ଧାନ 2025-26 କ୍ରୟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଶେରଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଈଯାଈଛି। ଡିସେମ୍ବର 23 ତାରିଖ ରୁ ପର୍ଯ୍ୟାୟ କ୍ରମେ 6844 ପଞ୍ଜିକୃତ ଚାଷୀ ଙ୍କ ଠାରୁ 15ଟି ମଣ୍ଡି ଏବଂ ଚାରୋଟି ଗ୍ରୁପ ମାଧ୍ୟମରେ 2 ଲକ୍ଷ ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ କ୍ରୟ ନିମନ୍ତେ 18 ମିଲାର୍ ଙ୍କ ଜରିଆରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।