ପୁରୀ ମ୍ୟୁନିସିପାଲଟି: ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ,ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ।
Puri M, Puri | Sep 3, 2025
ବୈଠକ ଆରମ୍ଭରୁ ନୂତନ ସଦସ୍ୟଙ୍କୁ କରାଗଲା ସ୍ୱାଗତ। ବୈଠକରେ ବିଭିନ୍ନ ସବକମିଟି ଗଠନ କରାଯିବ। ଗତକାଲି ଛତିଶାନିଯୋଗରେ ହୋଇଥିବା ଚନ୍ଦ୍ର ଗ୍ରହଣ...