କଟକ ପୌରାଞ୍ଚଳ: କଟକ ରେଲୱେ ଷ୍ଟେସନରୁ ୩ ଜଣ ନାବାଳକଙ୍କୁ ଉଦ୍ଧାର କରିଛି କଟକ ରେଳବାଇ ସୁରକ୍ଷା ପୋଲିସ, ଚାଇଲ୍ଡ ଲାଇନକୁ ହସ୍ତାନ୍ତର
Cuttack M Corp PS, Cuttack | Jul 23, 2025
କଟକ ରେଲୱେ ଷ୍ଟେସନରୁ ୩ ଜଣ ନାବାଳକଙ୍କୁ ଉଦ୍ଧାର କରିଛି କଟକ ରେଳବାଇ ସୁରକ୍ଷା ପୋଲିସ। ରେଳବାଇ ସୁରକ୍ଷା ପୋଲିସ ଓ ସ୍ବେଛାସେବୀ ସଂଗଠନର ମିଳିତ...