ଛାତରୁ ଖସିପଡି ଗୁରୁତର ହୋଇଛନ୍ତି। ସେ ହେଲେ ସାଇନା ପାତ୍ର (୧୮) । ଶୁକ୍ରବାର ଅପରାହ୍ନରେ କୌଣସି କାମରେ ସାଇନା ରହୁଥିବା ଘରର ୩ମହଲା ଛାତକୁ ଯାଇଥିବା ବେଳେ ଅସାବଧାନତାରୁ ତଳକୁ ଖସି ପଡିଥିଲେ। ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।