ନର୍ଲା: ନର୍ଲା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମ ଦୁର୍ଗା ଙ୍କ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ବାଦ୍ୟଯନ୍ତ୍ର ରେ ପ୍ରକମ୍ପିତ ହେଲା ପୀଠ
ଆଜି ସୋମବର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରୁ ରାତ୍ର ଘଣ୍ଟା ସମୟ ପର୍ଯ୍ୟନ୍ତ ନର୍ଲା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମା ଦୁର୍ଗା ଙ୍କ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ବୃନ୍ଦ ଉପଷ୍ଟିତ ରହିଥିଲେ ଓ ମା ଙ୍କ ଆର୍ଶ୍ରିବାଦ୍ ଭିକ୍ଷା ଗ୍ରହଣ କରିଥିଲେ