ଆଜି ଆମର ବଲାଙ୍ଗିର ପୌରାଧ୍ୟକ୍ଷା #ଲିକା_ସାହୁ ଙ୍କ ସହିତ ପୌର ନିର୍ବାହୀ ଅଧିକାରୀ #ସନ୍ତୋଷ_ବେହେରା ଏବଂ ବଶିଷ୍ଠ ବିଜେଡି ନେତା ତଥା କାଉନସିଲର #ଶମ୍ଭୁ_ନାଗ ଆମର ବଲାଙ୍ଗିର ୱାର୍ଡ ନୋ ୧୭ ରେ ଥିବା ଖେଳ ପଡିଆର ଉନ୍ନତିକରଣ କାର୍ଯ୍ଯ ର ତଦାରଖ କରିଛନ୍ତି । ଖେଳପଡିଆ ର ଉନ୍ନତିକରଣ ଖେଳାଳୀ ମାନଙ୍କ ପାଇଁ ଏକ ଉନ୍ନତ ମାନର ଖେଳପଡିଆ ତିଆରି ହେବ ।