ବାଲେଶ୍ବର ମ୍ୟୁନିସିପାଲଟି: ସାର୍ଥା ପଞ୍ଚାୟତ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସଦର ବିଧାୟକ
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଞ୍ଚାୟତ ଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ସଦର ବିଧାୟକ ଶିଳାନ୍ୟାସ କରିଥିବା ବେଳେ ଅନ୍ୟାନ୍ୟ ନେତୃବୃନ୍ଦ ,ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ରବିବାର ଅପରାହ୍ନ ୩ଘଟିକା ରେ ସମାପନ କରଯାଇଥିଲା।