ଜୟପୁର: ଜୟପୁର ସହରରେ ସଫେଇ କାର୍ଯ୍ୟ ବନ୍ଦ ! ଗାନ୍ଧୀ ପାର୍କ ରେ ସଫେଇ କର୍ମଚାରୀଙ୍କ ଧାରଣା, କଣ କହୁଛନ୍ତି ସଫେଇ କର୍ମଚାରୀ ଶୁଣନ୍ତୁ
ଜୟପୁର ସହରରେ ସଫେଇ କାର୍ଯ୍ୟ ବନ୍ଦ ! ପୌର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ।ଗାନ୍ଧୀ ପାର୍କରେ ସକାଳ 8 ଠାରୁ ଧାରଣା ରେ ବସିଛନ୍ତି କର୍ମଚାରୀ l ଠିକ୍ ସମୟରେ ଦରମା ଦେଉନି ଠିକା ସଂସ୍ଥା। ଦରମାରୁ କେତେ କାଟୁଛି କେତେ ରଖୁଛି ହିସାବ ଦେଉନି ସଂସ୍ଥା। ସଫେଇ କର୍ମଚାରୀ କଣ କହୁଛନ୍ତି ଶୁଣନ୍ତୁ l