ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅଧୀନ ଭାଲେର ଗ୍ରାମରେ ଆସନ୍ତା ୧୦୬ତମ ଧନୁଯାତ୍ରା ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଅବସରରେ ମହୋତ୍ସବକୁ ସଫଳ କରିବା ନିମନ୍ତେ ବିଭିନ୍ନ ନେତୃସ୍ଥାନୀୟ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ଧନୁଯାତ୍ରା ମହୋତ୍ସବର ସଭାପତି ରାଜକିଶୋର ନାଏକ, ସାଧାରଣ ସମ୍ପାଦକ ସୁମନ୍ତ ନାଏକ ଓ ଅନ୍ୟମାନେ ଆଜି ରାତି ୭ଟା ସମୟରେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ ପତ୍ର ପ୍ରଦାନ