ବାଲିଗୁଡା ଗୁଳିମରାପଦା ସାହିଠାରୁ ଏକ ଗାଇକୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ, ଏହି ଉଦ୍ଧାର କାଯ୍ୟକ୍ରମ ଟି ମଙ୍ଗଳବାର ସଂନ୍ଧ୍ୟା 7ଘଣ୍ଟିକା ରେ କରାଯାଇଛି, ଗ୍ରାମବାସି ଙ୍କ ଖବର ପରୣ ବାଲିଗୁଡା ଦମକଳ ବାହିନୀ ପହଞ୍ଚି ଏକ ଡ୍ରେନ ତଳେ ପଡିଥିବା ଗାଇକୁ ଉଦ୍ଧାର କରିଛନ୍ତି, ତେବେ ଏହି ଉଦ୍ଧାର ସମୟରେ ଦମକଳ ବାହିନୀ ପକ୍ଷରୁ 5ରୁ ଉର୍ଧ କର୍ମଚାରୀ ଉପସ୍ଥିତ ରହିଥିଲେ