Public App Logo
Jansamasya
National
Delhi
Digitalindia
Didyouknow
Fidfimpact
Pmmsy
Constitutionday
Matsyasampadasesamriddhi
Kisancreditcard
Fitwithfish
Fisheries
Nfdp
Indianconstitution
Samvidhandivas
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଗୋପାଳପୁର: ବ୍ରହ୍ମପୁର - ଗୋପାଳପୁର ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ୍ ଉପରେ କାର୍ ସହ ମୋଟର ସାଇକେଲ ଧକ୍କା, ଜଣେ ଆହତ

Gopalpur, Ganjam | Nov 24, 2025
ବ୍ରହ୍ମପୁର ଗୋପାଳପୁର ୧୬ ନମ୍ବର ଜାତୀୟ ରାଜପଥ ସନ୍ତୋଷୀ ମା ମନ୍ଦିର ନିକଟସ୍ଥ ଓଭର ବ୍ରିଜ୍ ଉପରେ କାର୍ ନମ୍ବର OR07P3786 ଏବଂ ମୋଟର ସାଇକେଲ ନମ୍ବର OD07AZ0459 ସହ ଦୁର୍ଘଟଣା ଘଟିଛି। ଆଜି ସଂଧ୍ୟାରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ବ୍ୟକ୍ତି କାର୍ ଡୁରା ଗ୍ରାମର ବିଘ୍ନରାଜ ବାଡ଼ତ୍ୟାଙ୍କ ମୋଟରସାଇକେଲକୁ ଧକ୍କା ଦେଇ ଡୁରା ଗ୍ରାମର ବିଘ୍ନ ରାଜ ବାଡ଼ତ୍ୟା ଆହତ ହୋଇଥିବା ଜଣାପଡିଛି।

MORE NEWS