ବାଲିକୁଦା: ବାଲିକୁଦା ତହସିଲ ଛକନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବିଜେଡି ଛାଡି ବିଜେପିରେ 100ରୁ ଉର୍ଦ୍ଧ ସାମିଲୀ ।
ବାଲିକୁଦା ତହସିଲ ଛକନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବିଜେଡି ଛାଡି ବିଜେପିରେ 100ରୁ ଉର୍ଦ୍ଧ ସାମିଲୀ ।ରାତ୍ର 9ଘଟିକା ସମୟରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତହସିଲ ଛକନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲୀ ହେଲେ 100ରୁ ଉର୍ଦ୍ଧ କର୍ମୀ ଦିଲ୍ଲୀପ ପାତ୍ରଙ୍କ ନେତୃତ୍ୱରେ ଗଡହରିଶପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସତ୍ୟ ରଞ୍ଜନ ଜାନା ଓ ଗୁରୁପଦ ଜାନା ଙ୍କ ସହ ଶତାଧିକ ବିଜେଡି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ।ଏଥିରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡ