ଲୋଇସିଂହା: ହୀରାପୁର ପଂଚାୟତରେ ନାଏବ ସରପଞ୍ଚ ମିଥିଲା ବେହେରା ବିରୋଧରେ ଅନାସ୍ଥା ଭୋଟିଂ ଅନୁଷ୍ଠିତ
ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ରେ ସ୍ୱତନ୍ତ୍ର ବୈଠକ ତଥା ନାଏବ ସରପଞ୍ଚ ମିଥିଲା ବେହେରା ଙ୍କ ବିରୋଧରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଯାଇଛି. ପଂଚାୟତ ର ସରପଞ୍ଚ ରମାକାନ୍ତ ବିଶ୍ୱାଳ ସମେତ ଏଗାର ଜଣ ୱାର୍ଡ ମେମ୍ବର ଭାଗ ନେଇଥିଲେ, ଏଥିରେ ନାଏବ ସରପଞ୍ଚ ଙ୍କ ସପକ୍ଷ୍ରେ ଗୋଟିଏ ଭୋଟ ପଡ଼ିଥିବା ବେଳେ ବାକି 9ଟି ଭୋଟ ବିରୋଧରେ ପଡ଼ିଥିବା ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଲୋଇସିଂହା ତହସିଲଦାର ଟିକନ ମୁଣ୍ଡା ଙ୍କ ସୂତ୍ରରୁ ପ୍ରକାଶ, ଏହି ସ୍ୱତନ୍ତ୍ର ବୈଠକ ବେଳେ ପଂଚାୟତର po ଉପସ୍ଥିତ ଥିଲେ, ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାରୁନ ଫୋର୍ସ ମୃତୟନ ଥିଲେ