ବୌଦ୍ଧ ସଦର: ମର୍ଜାକୁଦରେ ଅଟକି ରହିଲେ 8 ଟିକିଆ ହାତୀପଲ, ହାତୀଙ୍କ ସୁରକ୍ଷା ପାଇଁ ଏନଏସିର ଦୁଇଟି ୱାର୍ଡକୁ ବିଦ୍ୟୁତ୍ ବିଛିନ୍ନ
Baudh Sadar, Boudh (Bauda) | Jul 16, 2025
ବୁଧବାର ସନ୍ଧ୍ୟାରେ ଆଠ ମଲ୍ଲିକ ଅଞ୍ଚଳରୁ ବୌଦ୍ଧ ସହର ଅନ୍ତର୍ଗତ ମର୍ଜାକୁଦକୁ ଆସିଥିବା 8 ଟିକିଆ ହାତୀପଲ ମହାନଦୀ କୁଳରେ ଅଟକି ରହିଥିବା...