ନୂଆଗାଁ ବ୍ଲକର ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁରେ ଭାରତୀୟ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟଶାଖା ତରଫରୁ ଦିନିକିଆ ବ୍ଲକସ୍ତରୀୟ ଷ୍ଟଡି କମ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ନୂଆଗାଁ ବିଇଓ ସାଲଗିମୁନି ଟୁଡୁ ଜେ.ଆର.ସି ପତାକା ଉତ୍ତୋଳନ କରିଥିଲେ।ଶେଷରେ ପତାକାକୁ ଅବତରଣ କରି ବାଜିନଥ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।