ଝରିଗାଁ: ପାହାଡ଼ ତଳୁ ଉଦ୍ଧାର ହେଲା ନିଖୋଜ ଯୁବକର କଙ୍କାଳ
ପାହାଡ଼ ତଳୁ ଉଦ୍ଧାର ହେଲା ନିଖୋଜ ଯୁବକର କଙ୍କାଳ ଦୀର୍ଘ ତିରିଶି ଦିନ ପରେ ଗାଁ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ପଡିରହିଥିଲା କଙ୍କାଳ, ଏଭଳି ଏକ ଘଟଣା ଦେଖି ବାକୁ ମିଳିଛି ଝରୀଗାଁ ବ୍ଲକ ଚିତାବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଗୁଡା ଗ୍ରାମରେ। ଭେଲୁଆଗୁଡା ଗ୍ରାମର ସନଧର ଗୌଡ଼ ର 22ବର୍ଷର ପୁଅକୁ ଉଦ୍ଧେଶ୍ୟ ମୂଳକ ଭାବେ ପିପଲଗୁଡା ଗ୍ରାମର ବଳି ସାନ୍ତା ବାହାର ରାଜ୍ୟକୁ କାମକରିଯିବ କହି ସେପ୍ଟେମ୍ବର ମାସ ୭ ତାରିଖରେ ଡ଼ାକିନେଇଥିଲା ଏବଂ ତାକୁ ନେଇ ସେହି ପିପଲ ଗୁଡା ଗ୍ରାମର ଦଲାଲ ସାହିବ ସାନ୍ତା ନିକଟରେ ପହଞ୍ଚେଇଥିଲା କିନ୍ତୁ ତା ପରଦିନ ଆଠ ତାରିଖରେ ବଳି ଘରକୁ ଆସି