ସୋନପୁର: ବଡ ଖମାର ରେ 13 ତମ ସାର୍ବଜନୀନ କାଳୀ ପୂଜା ଅନୁଷ୍ଠିତ, ଯୋଗଦେଲେ ଉପଖଣ୍ଡ ପୋଲିସ ଅଧିକାରୀ
ସୂଚନା ଅନୁସାରେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଯଟେସିଙ୍ଗା ଗ୍ରାମ ପଂଚାୟତର ବଡ ଖମାର ଗ୍ରାମରେ 13 ତମ ସାର୍ବଜନୀନ କାଳୀ ପୂଜା ବଡ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଗତକାଲି ରାତି ପ୍ରାୟ 11.30 ମିନିଟ ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ ରାଓ ଅତିଥି ଭାବେ ପୂଜାରେ ଯୋଗଦାନ ପୂର୍ବକ ବିଭୁ କୃପା ଲାଭ କରିଥିବା ଦେଖିବାକୁ ମିଳିଛି l