ତାଳଚେର ସଦର: ତାଳଚେର ହିଙ୍ଗୁଳା ଖଣି ଲୋକାଲ ସେଲରେ ଟ୍ରକ ଧକ୍କାରେ ଯୁବକ ମୃତ ।
ହିଙ୍ଗୁଳା କୋଇଲା ଖଣି ଅଞ୍ଚଳ ଅନ୍ତର୍ଗତ ଲୋକଲ ସେଲ ଟ୍ରକ ପାର୍କିଙ୍ଗ ଠାରେ ରବିବାର ସକାଳ ୧୧ ଘଟିକା ସମୟରେ ଜାଣିଶୁଣି ଜଣେ ଟ୍ରକ ଡ୍ରାଇଭରକୁ ଗାଡି ଚପାଇ ମାରି ଦିଆଯାଇଛି ବୋଲି ଅଭିଯୋଗ ହେଉଛି।ମୃତକ ଜଣକ ଅନୁଗୁଳ ଶାକସିଂହା ଗ୍ରାମର ବୋଲି ଜଣାପଡିଛି ।ଯାହାର ସିସି ଟିଭି ଫୁଟେଜ ଭାଇରାଲ ହେଉଛି ।