କୋରାପୁଟ ସହର... ଏଗାର ଟା ସମୟ ରେ କୋରାପୁଟ ଜାତୀୟ ଆଦିବାସୀ ମୋହସ୍ତବ.2025 ର ତୃତୀୟ ସନ୍ଧ୍ୟା ଥିଲା । ତୃତୀୟ ସନ୍ଧ୍ୟାର ଆକର୍ଷଣ ଥିଲା ଓଡ଼ିଆ ଗାୟିକା ଅସୀମା ପଣ୍ଡା ଙ୍କ ମେଲୋଡି କର୍ଯ୍ୟକ୍ରମ। ଅସୀମା ପଣ୍ଡା ଗୋଟିଏ ପରେ ଗୋଟିଏ ଗୀତ ଗାଉଥିବା ବେଳେ ଯୁବକମାନେ ଗୀତ ରେ ନାଚୁଥିବାର୍ ଦେଖିବାକୁ ମିଳିଥିଲା।