ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଶିକ୍ଷା ନିକେତନ ବିଦ୍ୟାଳୟର ବାର୍ଷିକୋତ୍ସବ ରବିବାର ସନ୍ଧ୍ୟା ଛଅଟା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ନିକେତନ ବ୍ରଜରାଜନଗର ବିଦ୍ୟାଳୟର ବାର୍ଷିକୋତ୍ସବ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥିଭାବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜରାଜନଗର ପୌର ଅଧ୍ୟକ୍ଷ କୃଷ୍ଣ ଗୋପାଳ ସିତାନି, ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ପ୍ରମୁଖ ଯୋଗାଦାନ କରିଥିଲେ।