ମାଲକାନଗିରି: ଇଉରିଆ ସାର ଠିକ୍ ଭାବେ ପାଉନଥିବା ନେଇ ଶିଖପାଲି ଛକରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରି ମତ ରଖିଲେ ଜନ ପ୍ରତିନିଧି
Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲାରେ ଚାଷି ମାନେ ଇଉରିଆ ସାର ଠିକ୍ ଭାବେ ପାଉନଥିବା ବେଳେ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ଯାହାକୁ ବିରୋଧ କରି ନବ ନିର୍ମାଣ...